Batabana Hela Mo Prema Odia Lyrics in Odia | Odia New Song Lyrics | Odia Lyrics |
Credit
Cast :- Saanu, Ankita, Funny, Lucky, Satrughna, Santanu, Anil. Singer: Humane Sagar Music Director: Sushil Dalai Lyricist: Mrutyunjaya Mishra Music Programmer: Amit Mohapatra Rhythm Programmer: Anil Das Guitar: Deichi Flute: Sima Recording Engineer: Saktiswara Mohapatra Concept & Direction :- Rajendra Mohanta Editor:- Saumya Sobhan Nayak. Screenplay :- Raja Dash. Cinematography :- Subhendu Ghadei & Satyam SS Areal Cinematography :- Asesh Sahoo. Colorist:- Satyam Shivam Sundaram. Camera coordinator :- Sushant Mallick Post production :- SSS Post Production & Padma Vision. Graphics:- KD Sipun Poster Design :- Golak Production Design:- Abhilash Kalia & Rohit Koul Makeup artist :- Sameer. Costume Designer :- Santosh Dalai. Hair Designer:- Ipshita Moharana.
![]() |
| Batabana Hela Mo Prema Song Lyrics in Odia | | Odia Lyrics | Awara Song Lyrics | |
Awara Odia Song Lyrics in Odia
|| To Katha Mun Mani nie Sabu ||
ତୋ କଥା ମୁଁ ମାନି ନିଏ ସବୁ,
ରାତି କୁ କହିଲେ ଦିନ...
ଏ କଥା ବି ମାନିଲି ସହଜେ
ସୂର୍ଯ୍ୟ କୁ କହିଲୁ ଜହ୍ନ...।
କେମିତି ମାନିବି ଏଇ କଥା ତୋର
କେମିତି ମାନିବି ଏଇ କଥା ତୋର...
ନାହିଁ ତୋର ମୋ ପାଇଁ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ...
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ...
ରାତି ମୋର କଟି ଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରସିଲୁ
ମୋ ପଲକ ବାଙ୍କ ଦେଇ...
ରାତି ମୋର କଟି ଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରସିଲୁ
ମୋ ପଲକ ବାଙ୍କ ଦେଇ...
ଛାତି ରେ ସାଇତା ସବୁ ସ୍ମୃତି ତୋର
ଛାତି ରେ ସାଇତା ସବୁ ସ୍ମୃତି ତୋର
ହବ ନାହି କେବେ ବି ଶୂନ୍ୟ...
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ...
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ...
ଚାଲୁ ଥିଲୁ ସାଥେ ସାଥେ
ଛାଇ ଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଛି ତୋ ବାଟ ଚାହିଁ...
ଚାଲୁ ଥିଲୁ ସାଥେ ସାଥେ
ଛାଇ ଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଛି ତୋ ବାଟ ଚାହିଁ...
ଆଜି ବି ବିଶ୍ବାସ ଅଛି ଦିନେ ତୋର
ଆଜି ବି ବିଶ୍ବାସ ଅଛି ଦିନେ ତୋର
ବରଷିବ ମୋ ପାଇଁ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ...
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ...

Comments
Post a Comment
Please don't send any spam messages.