Sila I Love You Odia Lyrics || Odia Lyrics in Odia Language || Odia New Song Lyrics ||

Sila I Love You Odia Lyrics || Odia Lyrics in Odia Language || Odia New Song Lyrics ||

Sila I Love You Odia Lyrics || Odia Lyrics in Odia Language || Odia New Song Lyrics ||
Sila I Love You Odia Lyrics || Odia Lyrics in Odia Language || Odia New Song Lyrics ||Add caption













SONG CREDITS
✽ Song : SILA I LOVE U ✽ Album : SILA I LOVE U ✽ Singer : Humane Sagar ✽ Lyrics : Basantraj Samal ✽ Music : Prem Anand ✽ Director : Lubun-Tubun ✽ DOP / Editing / VFX & DI : Tubun (LT) ✽ Producer : Paramananda Mishra ✽ Banner : PRS MUSIC ✽ Publicity & Promotion : LT Production

Sila I Love You Odia Lyrics

ତୁ ମୋ ଲେଏଲା ଓରେ ଲେଏଲା ହାଏ ଲେଏଲା ତୋତେ ଲଭ କରୁଛି ମୁ

ତୁ ମୋ ଲେଏଲା ଓରେ ଲେଏଲା ହାଏ ଲେଏଲା ତୋତେ ଲଭ କରୁଛି ମୁ

 ହାର୍ଟ ରେ ମୋ ହାର୍ଟ ରେ ତୋତେ ସେଭ କରିଛି ମୁ

ସିଲା ଆଇ ଲଭ ୟୁ... --- 4

 ତୋ ପାଇଁ ମୁ ଦେଖି ଆସିଛି ମଙ୍ଗଳ ଘର ରେ ଜଳ

ଜାଗା କିଣିଛି ଘର କରିବା ରହିବା ତୋର ମୋର

ତୁ କହିଲେ ତୋ ପାଇଁ ମୁ ନିଆରେ ଖେଳିବି ଖେଳ

ତୁମୋ ଲେଏଲା ଓରେ ଲେଏଲା ହାଏ ଲେଏଲା ତତେ ପ୍ୟାର କରୁଛି ମୁ ---- 2

ଆପରେ ୱାଟସଆପରେ ଆପରେ ୱାଟସଆପରେ ଦିଲ ଶେର କରିଛି ମୁଁ

 

ସିଲା ଆଇ ଲଭ ୟୁ ---- 4

 ମୁଁ ଛାପିଚି ମୋ ଛାତିରେ ତୋ ଅସମ ଛବି

ମୁଁ ଲେଖିଛି ସବୁ ରାତିରେ ଆମ ଲଭ ଷ୍ଟୋରି ମୁଭି

ତୁ କହିଲେ ତୋ ରଙ୍ଗ ରେ ରଙ୍ଗେଈ ଦେବୀ ରାତି

ତୁ କହିଲେ ତୋ ଛାତିରେ ଟଙ୍ଗେଇ ଦେବୀ ମୋ ଛାତି

ତୁମୋ ଲେଏଲା ଓରେ ଲେଏଲା ହାଏ ଲେଏଲା ତୋତେ ପ୍ରେମ କରୁଛି ମୁଁ ....   2

ଲାଇଫ ରେ ମୋ ଲାଇଫ ରେ ଭଲ କାମ କରୁଛି ମୁଁ

 ସିଲା ଆଇ ଲଭ ୟୁ ---- 4

Sila I Love You Odia Lyrics Video

 


Comments