Hai to Prema Mote Mari Dela re Lyrics || Odia Lyrics|| Odia Language Lyrics || DHIMA DHIMA AKHI SONG
Hai to Prema Mote Mari Dela re Lyrics || Odia Lyrics|| Odia Language Lyrics ||
![]() |
| Hai to Prema Mote Mari Dela re Lyrics || Odia Lyrics|| Odia Language Lyrics || DHIMA DHIMA AKHI SONG |
ପୁରୁଷ– ଧିମା
ଧିମା ଆଖି ମିଠା ମିଠା ସ୍ଵପ୍ନ
କହେ କେତେ କଥା ୱୋ କିବା ରାତି ଦିନ
ଯିଉଁଛି ମରୁଛି ମୁ ଦିନ ରାତି ତୋ ଛୁଆଁ ରେ
ହାଏ ତୋ ପ୍ରେମ ତୋ ପ୍ରେମ ହାଏ ରେ ମୋତେ ମାରି ଦେଲାରେ
ହାଏ ରେ ତୋ ପ୍ରେମ ତୋ ପ୍ରେମ ହାଏ ରେ ମୋତେ ମାରି ମାରି ହାଏ ରେ
ମୋତେ ମାରି ମାରି
ହାଏ ରେ ମୋର ମାରି ଦେଲାରେ
ମହିଳା
– ଓଦା ଓଦା ମନ ମିଠା ମିଠା ପ୍ରେମ
କହେ କେତେ କଥା କିବା ରାତି ଦିନ
ଜଳୁଛି ଲିଭୁଛି ମୁ ଦିନ ରାତି ତୋ ପ୍ରେମ ରେ
ହାଏ ତୋ ପ୍ରେମ ତୋ ପ୍ରେମ ହାଏ ରେ ମୋତେ ସାରି ଦେଲାରେ
ହାଏ ତୋ ପ୍ରେମ ତୋ ପ୍ରେମ ହାଏ ରେ ମୋତେ ସାରି ସାରି ହାଏ ରେ ମୋତେ
ସାରି ସାରି
ହାଏ ରେ ମୋର ସାରି ଦେଲାରେ
ହାଏ ରେ ମରି ଯାଏ ମୁ
ମହିଳା
– ମେଘର ଦୋଳିରେ ଫୁଲର ଥାଳିରେ ଛୁଇଁ ଦେଇ ଯାଉ ତୁ
ହାଏ ରେ ମରି ଯାଏ ମୁ
ପୁରୁଷ– ଭିଜା
ଭିଜା ମନ ମହୁ ଝରା ଦିନ
କହେ କେତେ କଥା କିବା ରାତି ଦିନ
ଝରୁଛି ଝୁରୁଛି ମୁ ଦିନ ରାତି ତୋ ପାଇଁ ରେ
ମହିଳା
– ହାଏ ତୋ ମନ ତୋ ହାଏ ରେ ମୋତେ ଚିରି ଦେଲା ରେ
ହାଏ ତୋ ମନ ତୋ ମନ ହାଏ ରେ ମୋତେ ଚିରି ଚିରି ହାଏ ରେ ମୋତେ ଚିରି ଚିରି
ହାଏ ରେ ମୋତେ ଚିରି ଦେଲା ରେ
ମହିଳା
– (ଆଳାପ ଲା ଲା ଲା ଲା ଲା.......)
ହାଏ ରେ ଝୁରି ହୁଏ ମୁ ...
ପୁରୁଷ– ଆଖିରେ
ଆଖିରେ କହିଲୁ କିଛିରେ ବୁଝି ଗଲି ସବୁ ମୁ
ହାଏ ରେ ମରି ଯାଏ ମୁ...
ମହିଳା
– ତୁ ମୋ ଜୀବନ ତୁ ମୋ ନିଶ୍ଵାସ ତୁ ମୋ ଆରମ୍ଭ ତୁ
ମୋର ଶେଷ
ଭାବୁଛି ବୁଲୁଚି ମୁ ଦିନ ରାତି ତୋ ହସରେ
ପୁରୁଷ– ହାଏ
ତୋ ହସ ତୋ ହସ ହାଏ ରେ ମୋତେ ଚୋରୀ କଲା ରେ
ହାଏ ତୋ ହସ ତୋ ହସ ହାଏ ରେ ମୋତେ ଚୋରୀ ଚୋରୀ ହାଏ ରେ ମୋତେ ଚୋରୀ ଚୋରୀ
ହାଏ ରେ ମୋତେ ଚୋରୀ କଲା ରେ
ମହିଳା
– ହାଏ ରେ ମୋତେ ସାରି ଦେଲା ରେ
ହାଏ ରେ ମୋତେ ମାରି ମାରି ହାଏ ରେ ମୋତେ ମାରି ମାରି
ହାଏ ରେ ମୋତେ ମାରି ଦେଲା ରେ.....

Comments
Post a Comment
Please don't send any spam messages.